ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ Ama Tv Nov 14, 2022 0 ପଦ୍ମପୁର (ଆମ ଟିଭି): ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ ତାତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ…