ବଲିଉଡରୁ ଆସିଲା ଆଉ ଏକ ଦୁଃଖଦ ଖବର Ama Tv Mar 24, 2023 0 ମୁମ୍ବାଇ (ଆମ ଟିଭି): ଆଉ ନାହାନ୍ତି ବଲିଉଡର ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ପ୍ରଦୀପ ସରକାର । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ…