ବାହାରିନ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍: ଫାଇନାଲରେ ପ୍ରବେଶ କଲେ ପ୍ରମୋଦ Rasmi Ranjan May 21, 2022 0 ଭୁବନେଶ୍ବର (ଆମ ଟିଭି): ବାହାରିନର ମାନାମା ସହରରେ ଚାଲିଛି ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍। ଏଥିରେ ଓଡ଼ିଶାର ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଉଭୟ…