Browsing Tag

#president election

କ୍ରସ ଭୋଟିଂ ଉପରୁ ହଟିଲା ପରଦା, ମୋକିମଙ୍କ ବ୍ୟତୀତ ଓଡ଼ିଶାରେ ଆଉ କେହି କରିନାହାନ୍ତି କ୍ରସ ଭୋଟିଂ

ଭୁବନେଶ୍ବର(ଆମ ଟିଭି): କ୍ରସ ଭୋଟିଂକୁ ନେଇ ହେଉଥିବା କଳ୍ପନା କଳ୍ପନା ଉପରୁ ହଟିଲା ପରଦା। ମୋକିମଙ୍କ ବ୍ୟତୀତ ଓଡ଼ିଶାରେ ଆଉ କେହି କରିନାହାନ୍ତି କ୍ରସ ଭୋଟିଂ। ରାଜ୍ୟରେ ମୋଟ ବିଧାୟକଙ୍କ…

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ଦ୍ୱିତୀୟ ପର୍ଯ୍ୟାୟରେ ବି ଆଗରେ ଦ୍ରୌପଦୀ

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପାଇଁ ଭୋଟ୍ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ…

ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳ : କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ଯଶୱନ୍ତ ନା ଦ୍ରୌପଦୀ ?

ନୂଆଦିଲ୍ଲୀ (ଆମ ଟିଭି): ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳ। କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ଆଜି ଜଣାପଡିବ । ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା କିଏ ରାଇସିନା ହିଲରେ…

ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ: ତାରା

ଭୁବନେଶ୍ୱର(ଆମ ଟିଭି):  ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା…

ଦ୍ରୌପଦଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ !

ଭୁବନେଶ୍ବର (ଆମ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ ବି ଦେଇଛନ୍ତି ଭୋଟ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ  କଂଗ୍ରେସର ଆଉ…

କାଲି ରାଷ୍ଟ୍ରପତି ନିର୍ବାଚନ: ସିହ୍ନାଙ୍କ ତୁଳନାରେ ମୁର୍ମୁଙ୍କୁ ରହିଛି ଅଧିକ ରାଜ୍ୟର ସମର୍ଥନ

ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତା କାଲି ଭାରତର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଭୋଟ୍‌ ଦେବେ। ତେବେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)…

ରାଷ୍ଟ୍ରପତି ନିର୍ବାଚନ: ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର(ଆମ ଟିଭି): ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ…

ମୁଖ୍ୟମନ୍ତ୍ରୀଙ୍କୁ ‘ଭାଇ’ ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର(ଆମ ଟିଭି): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି। ବିଧାନସଭାର…

ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ବିଜେଡିର କସରତ୍, ସମର୍ଥନ ପାଇଁ ନରସିଂହଙ୍କୁ ଭେଟିଲେ ପ୍ରଣବ ପ୍ରକାଶ

ଭୁବନେଶ୍ବର(ଆମ ଟିଭି): ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ବିଜେଡିର କସରତ୍। ମର୍ଥନ ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଙ୍ଗଠନିକ…

ଦ୍ରୌପଦୀଙ୍କୁ ମିଳିଲା ଜଗନଙ୍କ ସମର୍ଥନ

ନୂଆଦିଲ୍ଲୀ(ଆମ ଟିଭି): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଜଗନଙ୍କ ସମର୍ଥନ । ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ପୂର୍ବରୁ ସମର୍ଥନ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ…