ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭ୍ୟାସଗତ ମିଛୁଆ: ଜୟରାମ ରମେଶ Ama Tv Sep 18, 2022 0 ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ ଭାରତକୁ ୮ଟି ଚିତା ବାଘ ଉପହାର ଦେଇଛନ୍ତି । ଏହି ପ୍ରେଜେକ୍ଟ ଚିତାକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।…