ପୁରୀରେ ପୁଣି ଏକ ଅଗ୍ନିକାଣ୍ଡ Ama Tv Mar 10, 2023 0 ପୁରୀ (ଆମ ଟିଭି): ପୁରୀ ରେ ଗତ ୨ଦିନ ହେବ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏବେ ପୁଣି ଏକ ଅଗ୍ନିକାଣ୍ଡ ଘଟିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ…