ଆଜି ପହିଲି ରଜ : ରଜ ଦୋଳି ସାଙ୍ଗକୁ ଘରେ ଘରେ ଜମୁଛି ପିଠା-ପଣା, ଆମ୍ବ-ପଣସର ଆସର Rasmi Ranjan Jun 14, 2022 0 ଭୁବନେଶ୍ୱର(ଆମ ଟିଭି): ରଜପର୍ବ ସବୁ ଓଡ଼ିଆଙ୍କ ଆନ୍ତରିକ ଅନୁରାଗର ପର୍ବ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ଗାଁ ଗାଁରେ ରଜଗୀତ ଶୁଭୁଛି,…