ମେଗା ଫାଇନାଲରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମହାମୁକାବିଲା, କିଏ ହାତେଇବ ଟାଇଟଲ IPL-2022 ?
ଅହମ୍ମଦାବାଦ ( ଆମ ଟିଭି ) : ଚଳିତ ଆଇପିଏଲର ଆଜି ମେଗା ଫାଇନାଲ। ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ମହାମୁକାବିଲା ହେବ। ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି…