ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି: ରୋହିତ ପୂଜାରୀ Ama Tv Jun 9, 2023 0 ଭୁବନେଶ୍ୱର(ଆମ ଟିଭି): ଆଜି ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ୀ ପଦରୁ ବିଦା କରିଛନ୍ତି ନବୀନ । ମନ୍ତ୍ରିପଦରୁ ବାଦ୍ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ରୋହିତ ପୂଜାରୀ ।…