ଚାଷୀଙ୍କ ପାଇଁ “ସଫଳ’ ପୋର୍ଟାଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Ama Tv Oct 26, 2022 0 ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଚାଷୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ନବୀନ ସରକାର । ଏଣିକି ଚାଷୀଙ୍କ ପାଇଁ ଆହୁରି ସହଜ ହେବ ଋଣ…