ସମ୍ବଲପୁରରୁ ହଟିଲା କର୍ଫ୍ୟୁ Ama Tv Apr 29, 2023 0 ସମ୍ବଲପୁର (ଆମ ଟିଭି): ସମ୍ବଲପୁରରେ ହିଂସା ପରେ ସେଠାରେ ଲାଗିଥିଲା କର୍ଫ୍ୟୁ । ଏହାରି ଭିତରେ ଆଜି ସମ୍ବଲପୁରର ଥାନା ଅଞ୍ଚଳରୁ ହଟିଯାଇଛି କର୍ଫ୍ୟୁ । ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ…