ପରଲୋକରେ ସୋଭିଏତ୍ ସଙ୍ଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ Ama Tv Aug 31, 2022 0 ନୂଆଦିଲ୍ଲୀ (ଆମ ଟିଭି): ପରଲୋକରେ ମିଖାଇଲ୍ ଗୋର୍ବାଚେଭ । ସୋଭିଏତ୍ ସଙ୍ଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ । ସେ ୯୧ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଋଷ ଖବର…