ଟାଟା ପାୱାର ବିରୁଦ୍ଧରେ ରାଜ୍ୟବ୍ୟାପି ଗର୍ଜିଲା ବିଜେପି Ama Tv Jun 16, 2023 0 ଭୁବନେଶ୍ୱର(ଆମ ଟିଭି): ଟାଟା ପାୱାର ବିରୁଦ୍ଧରେ ବିଜେପିର ଗର୍ଜନ। ସାରା ରାଜ୍ୟରେ ବିଜୁଳି କାଟର ଯମ ଯନ୍ତ୍ରଣା ଏବଂ ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ ଟାଟା ପାୱାର ଉପରେ ବର୍ଷିଛି ବିଜେପି ।…