ପୁଣି ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ ମହାସଂଘ Ama Tv Dec 27, 2022 0 ଭୁବନେଶ୍ୱର (ଆମ ଟିଭି): ପୁଣି ରାଜଧାନୀରେ ଗର୍ଜିଲେ ଶିକ୍ଷକ । ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ। ମାଷ୍ଟରକ୍ୟାଣ୍ଟିନ…