ଆଜି ଓଡ଼ିଶା ଗସ୍ତରେ ଆସି ମହାନଦୀ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ Ama Tv May 20, 2023 0 ଭୁବନେଶ୍ୱର (ଆମ ଟିଭି): ଛତିଶଗଡ଼ ପରେ ଏବେ ଓଡ଼ିଶା ପାଳି । ସେଥିପାଇଁ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍,…