ଡାଉନ ହେଲା ଟ୍ୱିଟର Ama Tv Feb 9, 2023 0 ନୂଆଦିଲ୍ଳୀ (ଆମ ଟିଭି): ବିଶ୍ୱର ଅନେକ ଦେଶରେ ଟ୍ୱିଟର ଡାଉନ ହୋଇଥିବା ଦେଖିବାକୁ ମିଳିଛି । ଟ୍ୱିଟର ସମର୍ଥନ ଏହି ସୂଚନା ଟୁଇଟ୍ କରି ଦେଇଛି। ଏହି ବିବୃତ୍ତି ତାଙ୍କ ପକ୍ଷରୁ ଆସିଛି…