Browsing Tag

update news

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଗାଡ଼ ହୋଇଯାଇଛି

ପୁରୀ (ଆମ ଟିଭି): ବିପଦରେ ବଡ଼ ଦେଉଳ । ଭକ୍ତଙ୍କ ପାଇଁ ଅସୁରକ୍ଷିତ । କେଉଁଠି ଫାଟ ଦିଶିଲାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସିଲାଣି । ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି…

କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର (ଆମ ଟିଭି): ଫସଲ ବୀମା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ପଦ୍ମପୁର ଉପନିର୍ବାଚନ । ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିଛନ୍ତି । ଫସଲ…

ଅର୍ଚ୍ଚନା କେଳେଙ୍କାରୀ ମାମଲା: ଦିଲ୍ଲୀ ଯିବ ଇଡି

ନୂଆଦିଲ୍ଲୀ (ଆମ ଟିଭି): ଅର୍ଚ୍ଚନା ନାଗ ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅର୍ଚ୍ଚନା କେଳେଙ୍କାରୀ ପଛରେ ବହୁ ବଡ଼ ମାଛ ଥିବା ଚର୍ଚ୍ଚା ହେଉଛି । ଏହି ବଡ଼ ମାଛଙ୍କୁ ଧରିବା ପାଇଁ ଇଡି…

ଭାରତରେ ବନ୍ଦ ହୋଇପାରେ ଆମାଜନ୍

ନୂଆଦିଲ୍ଲୀ (ଆମ ଟିଭି): ଆଜିକାଲି ଅନଲାଇନ୍ ଯୁଗ ଚାଲିଛି । ସବୁ କିଛି ଅନଲାଇନ୍ । ଇ-କମର୍ସ ମାଧ୍ୟମରେ ସବୁ କାର୍ଯ୍ୟ ହେଉଛି । ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ମଗାଇ…

ମୁଁ ଲେଖିକି ଦେଉଛି, ଗୁଜୁରାଟରେ ଆପ୍ ସରକାର ଗଠନ କରିବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଏବେ ଗୁଜୁରାଟ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ଗୁଜୁରାଟ ଆସନ ହାତେଇବା ପାଇଁ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।ଏହା…

ଓଡ଼ିଆ ପୁଅ ମନୋଜ କୁମାର ସାହୁ ହେଲେ ଡେପୁଟି ନିର୍ବାଚନ କମିଶନର

ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାର ଗର୍ବ ମନୋଜ କୁମାର ସାହୁ । ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସେ ବସିବାକୁ ଯାଉଛନ୍ତି ।…

ଋଷର ଅସ୍ତ୍ରଶସ୍ତ୍ର ଖାଲି ହେବାକୁ ବସିଛି: ବ୍ରିଟିଶ ଗୁଇନ୍ଦା

ଲଣ୍ଡନ (ଆମ ଟିଭି): ଋଷ-ୟୁକ୍ରେନ ଯୁଦ୍ଧ ୯ମାସ ହେଲା ଜାରି ରହିଛି । ଏହାରି ଭିତରେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା…

ପୁଣି ବିବାଦୀୟ ବୟାନକୁ ନେଇ ବିବାଦରେ ରାମଦେବ: ଜାଣନ୍ତୁ କ’ଣ?

ମୁମ୍ବାଇ (ଆମ ଟିଭି): ବିବାଦୀୟ ବୟାନ ଦେଇ ହରଡଘଣାରେ ଯୋଗ ଗୁରୁ ରାମଦେବ । ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ । ମହିଳାଙ୍କ ବେଶଭୁସା ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି ।…

ପରଲୋକରେ ବଲିଉଡର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ (ଆମ ଟିଭି): ବଲିଉଡରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଭେଟେରାନ ଫିଲ୍ମ ଅଭିନେତା ଓ ଟେଲିଭିଜନ ତାରକା ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଛି । ପୁଣେର ଏକ ଘରୋଇ ହସ୍ପିଟାଲରେ ଆରପାରିକୁ…

ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨

ଭୁବନେଶ୍ବର (ଆମ ଟିଭି): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ତୃତୀୟ କାର୍ଯ୍ୟ ଦିବସରେ ପାରିତ ହୋଇଛି ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଶୀତ ଅଧିବେଶନର…