Browsing Tag

update news

ଅକ୍ଟୋବର ୩ରୁ ଆସୁଛି ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’

ଭୁବନେଶ୍ୱର (ଆମ ଟିଭି): ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିର୍ଣ୍ଣ ଧରଣର ନୂଆ ମେଗା ଧାରାବାହିକ । ଯାହାର ନାଁ ରହିଛି ‘ସାଥୀରେ’ । ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ…

ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଶ୍ୱସ୍ତି: ମିଳିଲା ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ (ଆମ ଟିଭି): ଜ୍ୟାକଲିନ୍ ଙ୍କୁ ଆଶ୍ୱସ୍ତି । ୨୦୦ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜାକଲିନଙ୍କୁ ଆଶ୍ବସ୍ତି । ଜାକଲିନ ଫର୍ଣ୍ଣାଡିଜଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ…

ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ନବୀନ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ମୁମ୍ବାଇ ପରେ ବେଙ୍ଗାଳୁରୁ । ଆସନ୍ତା ୨୮ ତାରିଖରେ ସିଲିକନ…

ନିଜର ନୂଆ ଦଳ ନାଁ ଘୋଷଣା କଲେ ଗୁଲାମନବୀ ଆଜାଦ୍

ଶ୍ରୀନଗର (ଆମ ଟିଭି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ନିଜର ନୂଆ ଦଳ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍ ମାସେ…

ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର (ଆମ ଟିଭି): ସମସ୍ତଙ୍କର ଚିନ୍ତା ବଢାଇଲାଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଦିନ ଯେତିକି ଗଡ଼ୁଛି, ଲୋକଙ୍କର ଟେନସନ ସେତିକି ବଢୁଛି । ଏହାରି ଭିତରେ ହାଇସିକ୍ୟୁରିଟି ନମ୍ବର…

ମେଲୋନୀ ହୋଇପାରନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ

ରୋମ୍(ଆମ ଟିଭି): ଇଟାଲୀରେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ଭିତରେ ଇଟାଲୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ରବିବାର ମତଦାନ ଶେଷ…

ମେଟ୍ରୋ ଟ୍ରେନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଚାଲିବ ମେଟ୍ରୋ ଟ୍ରେନ୍ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନୋ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।…

ନୂଆ ଓଡିଆ ଚଳଚ୍ଚିତ୍ର ‘ତିତଲି’ର ଅଡିଓ ରିଲିଜ

ଭୁବନେଶ୍ୱର (ଆମ ଟିଭି): ପୂଜା ବଜାରକୁ ସରଗରମ କରିବାକୁ ଆସୁଛି ନୂଆ ଓଡିଆ ସିନେମା ‘ତିତଲି’ । ଆଜି ଏହାର ଅଡିଓ ରିଲିଜ ହୋଇଛି । ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକସନର ଏହା ପଞ୍ଚମ…

ପରଲୋକରେ କେରଳର ବରିଷ୍ଠ କଂଗ୍ରେସ ନେତା ଆର୍ୟ୍ୟଦନ ମହମ୍ମଦ

ଥିରୁଭନନ୍ତପୁରମ (ଆମ ଟିଭି): ପରଲୋକରେ କେରଳର ବରିଷ୍ଠ କଂଗ୍ରେସ ନେତା ଆର୍ୟ୍ୟଦନ ମହମ୍ମଦ । କେରଳର କୋଝିକୋଡ଼େ ଠାରେ ୮୭ ବର୍ଷରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ସେ ଅସୁସ୍ଥ ଥିବାରୁ ଗତ…

ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବର ସଭାପତି

ଭୁବନେଶ୍ୱର (ଆମ ଟିଭି): ବାଜି ମାରିଲେ ଅସିତ୍ ତ୍ରିପାଠୀ । ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ଦୁଇ…