Browsing Tag

update news

କଂଗ୍ରେସର ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ବୀର ସାବରକରଙ୍କ ଫଟୋ

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ କଂଗ୍ରେସ ତଳିତଳାନ୍ତ ହେବାକୁ ଯାଉଥିବା ବେଳେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ଏହି ଭାରତ ଯୋଡୋ ଯାତ୍ରା ଆଜି ୧୪ତମ ଦିନରେ ପହଞ୍ଚିଛି।…

ସେପ୍ଟେମ୍ବର ୨୭ରୁ ଲାଇଭ ଷ୍ଟ୍ରିମିଂ ହେବ ସୁପ୍ରିମକୋର୍ଟଙ୍କ ବିଚାର ପ୍ରକ୍ରିୟା

ନୂଆଦିଲ୍ଲୀ (ଆମ ଟିଭି): ଇତିହାସ ରଚିବ ସୁପ୍ରିମକୋର୍ଟ । ସୁପ୍ରିକୋର୍ଟ ଇତିହାସରେ ଯୋଡ଼ି ହେବାକୁ ଯାୁଛି ନୂଆ ଘଟଣା । ଏହି ପଦକ୍ଷେପ ଜରିଆରେ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୭ରୁ ସମ୍ବିଧାନ…

ଦୁର୍ଗାପୂଜା ରାଲି ପାଇଁ ଅନୁମତି ଦିଅ: ଶିବସେନା

ମୁମ୍ବାଇ (ଆମ ଟିଭି): ମହାରାଷ୍ଟରେ ରାଜନୈତିକ ସଙ୍କଟ ଥମିବାରେ ନାଁ ନେଉନାହିଁ । ଶିବସେନା ମୁଖ୍ୟ ଉଦ୍ଧବ ଙ୍କରେଙ୍କ ହାତରୁ କ୍ଷମତା ଯିବା ପରେ, ତାଙ୍କୁ ବାରମ୍ବାର ଟାର୍ଗଟ କରାଯାଉଛି ।…

ରତନ ଟାଟାଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର: କ’ଣ ଜାଣନ୍ତୁ?

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି । ରତନ ଟାଟାଙ୍କୁ ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବେ ଦାୟିତ୍ୱ ଦେଇଛନ୍ତି…

ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଲେ ପୁଟିନ୍

ମସ୍କୋ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ୭ ମାସ ଧରି ଜାରି ରହିଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ…

ଚିତାଙ୍କ ଶିକାର ପାଇଁ ହରିଣ ଆସିନାହିଁ: ସ୍ପଷ୍ଟ କଲା ମଧ୍ୟପ୍ରଦେଶ ବନ ବିଭାଗ

ନୂଆଦିଲ୍ଲୀ (ଆମ ଟିଭି): ଭାରତକୁ ଆସିଥିବା ୮ଟି ଚିତାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଏହାକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି । ଆଫ୍ରିକାରୁ ଅଣାଯାଇଥିବା ୮ଟି ଚିତାଙ୍କ…

ଷ୍ଟାଣ୍ଡ ଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ନୂଆଦିଲ୍ଲୀ (ଆମ ଟିଭି): ବଲିଉଡରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ…

ପାର୍ଥ ଚାଟାର୍ଜୀଙ୍କ ଲିଙ୍କ୍: ୧୦୦ କୋଟିରୁ ଅଧିକ ଅର୍ଥ ଜବତ କଲାଣି ଇଡି

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପିଛା ଛାଡ଼ୁନି ଇଡି ଓ ସିବିଆଇ । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ବିରୋଧରେ ପଶ୍ଚିମବଙ୍ଗ ବିଧାନସଭା…

ଭଗୱନ୍ତ ମାନ୍ ମଦ୍ୟାପାନ କରି ବିମାନରେ ଚଢିବା ପ୍ରସଙ୍ଗ: ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ନୂଆଦିଲ୍ଲୀ (ଆମ ଟିଭି): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଦ୍ୟପାନ କରି ବିମାନରେ ଚଢିବା ଘଟଣା ଏବେ ପଞ୍ଜାବ ରାଜନୀତିକୁ ଚଳଚଞ୍ଚଳ କରିଛି । ଯାହାକୁ ନେଇ ଏବେ ପଞ୍ଜାବରେ ତୀବ୍ର…

ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର (ଆମ ଟିଭି): ଆଉ ଦିନକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ । ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନକ ପରେ…