Browsing Tag

update news

ଏଥର ପୂଜାରେ ଆସୁଛି ‘ତିତଲି’

ଭୁବନେଶ୍ୱର (ଆମ ଟିଭି): ଜମିବ ପୂଜା ବଜାର | ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ | ଯାହାର ନାଁ ରହିଛି ତିତଲି | ପ୍ରଭାତ କୁମାର…

ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ (ଆମ ଟିଭି): ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ । ମିଗ୍-୨୧ ସ୍କ୍ୱାଡ୍ରନ ସୋର୍ଡ ଆର୍ମସ୍ କୁ ଅବସର ଦେବା ପାଇଁ ପ୍ରସ୍ତୁତ ହେଲାଣି ଭାରତୀୟ ବାୟୁସେନା ।…

ଜେପି ନଡ୍ଡାଙ୍କ ପୂର୍ବରୁ ଓଡ଼ିଶା ଆସିବେ ସୁନୀଲ ବଂଶଲ

ଭୁବନେଶ୍ୱର(ଆମ ଟିଭି): ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ସବୁ ରାଜନୈତିକ ଦଳ ସେମାନଙ୍କ ପାଗ ଭିଡ଼ାରେ ଲାଗିଛନ୍ତି । ଏଥିପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ପୁଣି ଓଡ଼ିଶା ଆସିବେ…

ଗୌରହରି ଦାସ ପାଇବେ ସରଳା ପୁରସ୍କାର

ଭୁବନେଶ୍ବର (ଆମ ଟିଭି): ସାରଳା ପୁରସ୍କାର ପାଇବେ ଗୌରହରି ଦାସ । ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଚଳିତ ବର୍ଷର ସମ୍ମାନଜନକ…

କଂଗ୍ରେସ ସଭାପତି ନିର୍ବାଚନ: ସୋନିଆଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ଭିତରେ ଅନେକ ବରିଷ୍ଠ ନେତା ଏହି ସଭାପତି ରେସରେ ଅଛନ୍ତି । ଅନ୍ୟପଟେ…

ପୁଣି ବିବାଦରେ ଭଗୱନ୍ତ ମାନ୍: ମଦ ପିଇ ବିମାନରୁ ଓହ୍ଲାଇଲେ

ଚଣ୍ଡିଗଡ (ଆମ ଟିଭି): ପୁଣି ବିବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗବନ୍ତ ମାନ୍ଙ୍କୁ ଜର୍ମାନୀର ଫ୍ରାଙ୍କଫୋର୍ଟ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦେବା ମାମଲା ବଢିବାରେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ଦୁର୍ଗା ପୂଜା ପୂର୍ବରୁ କର୍ମଚାରୀ ମାନଙ୍କୁ…

ଅମେରିକାରେ ଅନ୍ତ ହେଲା କରୋନା: ଜୋ ବାଇଡେନ

ନୂଆଦିଲ୍ଲୀ (ଆମ ଟିଭି): ସାରା ବିଶ୍ୱ ଏବେ କରୋନା କବଳରେ କବଳିତ । କେଉଁଠି କରୋନା ତାର କାୟା ମେଲାଇ ଚାଲିଥିବା ବେଳେ କରୋନା କେଉଁଠି ଭୟଙ୍କର ରୂପ ଧାରଣ କଲାଣି । ଏହାରି ଭିତରେ ଆମେରିକାରୁ…

ବିଜେପିରେ ଯୋଗ ଦେଲେ କ୍ୟାପଟେନ୍ ଅମରିନ୍ଦର ସିଂ

ନୂଆଦିଲ୍ଲୀ (ଆମ ଟିଭି): ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଲା । ପଞ୍ଜାବ ରାଜନୀତିରେ ଘଟିଲା ବଡ଼ ଧରଣର ଅଦଳବଦଳ । ବିଜେପିରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର…

ପରଲୋକରେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: (ଆମ ଟିଭି): ରାଜ୍ୟ ରାଜନୀତିରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ପରଲୋକରେ ଧାମନଗର ବିଧାୟକ ବିଷ୍ଣୁସେଠୀ । ୬୧ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…