Browsing Tag

update news

ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର (ଆମ ଟିଭି): ହାଇକୋର୍ଟ ଗଲେ ପ୍ରକୃତି ମିଶ୍ର । ଏତଲା ଉପରେ କାର୍ୟ୍ୟାନୁଷ୍ଠାନ ହେଉନଥିବାରୁ ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏହି ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ?

ନୂଆଦିଲ୍ଲୀ (ଆମ ଟିଭି): ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି କି? ତାହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ରାସନ୍ କାର୍ଡରେ ମାଗଣା ରାସନର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ…

ହୃଦଘାତରେ ଚାଲିଗଲେ ଅଭିନେତ୍ରୀ ତଥା ନେତ୍ରୀ ସୋନାଲୀ ଫୋଗଟ୍

ନୂଆଦିଲ୍ଲୀ (ଆମ ଟିଭି): ଆରପାରିରେ ଅଭିନେତ୍ରୀ ତଥା ନେତ୍ରୀ ସୋନାଲୀ ଫୋଗଟ୍ । ଟିକ୍ଟକ୍ ଷ୍ଟାର, ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ଙ୍କ ପରଲୋକ ଘଟିଛି। ସୋମବାର ରାତିରେ…

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ । ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ…

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ (ଆମ ଟିଭି): ସମସ୍ତେ ଅନାଇ ବସିଛନ୍ତି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ’ଣ ହେଲା । ତବର୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ଏହାରି ଭିତରେ ହାସ୍ୟ ଅଭିନେତା…

୫୦୦ ଫୁଟ୍ ତଳକୁ ଖସିଲା ପାକିସ୍ତାନ ସେନା ଗାଡ଼ି

(ଆମ ଟିଭି): ପାକିସ୍ତାନ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକ୍ ଅଧିକୃତ କାଶ୍ମୀରର ଶୌଜାବାଦ ଅଞ୍ଚଳରେ ରବିବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ…

ଟିଏମସି ଏବଂ ସିବିଆଇ ମଧ୍ୟରେ ଚାଲିଥିଲା ମଧୁ ଚନ୍ଦ୍ରିକା: ଦିଲୀପ ଘୋଷ

କୋଲକାତା(ଆମ ଟିଭି): ମମତାଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ ଘୋଷ । ପଶ୍ଚିମବଙ୍ଗର ବିଜେପି ନେତା ଦିଲୀପ ଘୋଷ ସୋମବାର ଚାଞ୍ଚଲ୍ୟକର ଦାବି କରିଛନ୍ତି। କିଛି ସିବିଆଇ ଅଫିସରଙ୍କ ପଶ୍ଚିମବଙ୍ଗର…

ରାଜ୍ୟରେ ବନ୍ୟା ସ୍ଥିତି ପରଖିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ସବୁଠି କେବଳ ପାଣି ଆଉ ପାଣି । ଏହାରି ଭିତରେ ଉପକୂଳ ଓଡିଶା ପରେ ଉତ୍ତର ଓଡିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି ।…

ମୋଦୀଙ୍କୁ ଚିଠି ଲେଖିଲେ ନବୀନ: ଜାଣନ୍ତୁ କାହିଁକି ?

ଭୁବନେଶ୍ୱର (ଆମ ଟିଭି): ଦୀର୍ଘ ଦିନ ପରେ ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ସିସୋଦିଆଙ୍କୁ ଭାରତରତ୍ନ ଦିଆଯାଉ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଇଡ଼ି କବଳରେ ମନୀଷ ସିସୋଦିଆ । ତାଙ୍କ ଘରେ ଇଡି ଚଢାଉ କରିଥିଲା । ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ…