Browsing Tag

update news

ଆକ୍ସନ ମୁଡରେ ମମତା: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

କୋଲକାତା (ଆମ ଟିଭି): ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଯାହା ଆଶଙ୍କା କରାଯାଉଥିଲା ସେଇୟା ହେଲା। ମନ୍ତ୍ରୀପଦରୁ ହଟିଲେ ମମତାଙ୍କ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍…

ରାଷ୍ଟ୍ରପତିଙ୍କୁ ଅସମ୍ମାନ: ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର (ଆମ ଟିଭି): ରାଷ୍ଟ୍ରପତିଙ୍କୁ ଅପମାନ । ସମ୍ମାନିତ ରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ ‘ ଭାବରେ କହି ସମ୍ପୂର୍ଣ୍ଣ ଘୃଣ୍ୟ ଏବଂ ଅସମ୍ମାନ…

ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗ: ସଂସଦ ଭବନ ବାହାରେ ସୋନିଆ-ସ୍ମୃତି ଇରାନୀ ମୁହାଁମୁହିଁ

ନୂଆଦିଲ୍ଲୀ (ଆମ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଧୀର ରଂଜନ ଚୌଧୁରୀଙ୍କ ଦ୍ୱାରା 'ରାଷ୍ଟାପତ୍ନି' ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାପୂର୍ବରୁ ରାଜ୍ୟସଭା ଓ…

ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦଳରୁ ବିଦା କର: ଟିଏମସିର ସାଧାରଣ ସମ୍ପାଦକ

କୋଲକାତା (ଆମ ଟିଭି): ପାର୍ଥ ଚାଟାର୍ଜୀଙ୍କ ବିଷୟରେ ଟିଏମସିରେ ମଦଭେଦ ଆରମ୍ଭ ହେଲାଣି । ପାର୍ଟରେ ମମତା ବାନାର୍ଜୀଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ ଦଳର…

ବିଧାନସଭାରେ ଅଧୀର ଝଡ଼: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର (ଆମ ଟିଭି): ବିଧାନସଭାରେ ଅଧୀର ଝଡ । ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ପ୍ରସଙ୍ଗ ଏବେ ବିଧାନସଭାରେ ଝଡ଼ ସୃଷ୍ଟି କରିଛି । ବିଧାନସଭାରେ ଉଠିଲା କଂଗ୍ରେସ ସାଂସଦ ଅଧୀର ରଞ୍ଜନ…

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ଦାବି: ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି

କୋଲକାତା (ଆମ ନ୍ୟୁଜ୍): ବୁଧବାର ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ୟ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି।…

ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରୁ ହଟାଇବେ କି କେଜ୍ରିୱାଲ ?

ନୂଆଦିଲ୍ଲୀ (ଆମ ଟିଭି): ମନି ଲଣ୍ଡରିଂ ମାମଲାରେ ଦାଖଲ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହଟାଇବା ପାଇଁ ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିବା…

ସମରେଶଙ୍କ ‘ନିୟତି’ର ଶୁଭ ମହୁରତ

ଭୁବନେଶ୍ୱର (ଆମ ଟିଭି):  ଅଭିନେତାରୁ ପ୍ରଯୋଜକ ସାଜିଛନ୍ତି ସମରେଶ ରାଉତରାୟ । ତାଙ୍କର ନୂଆ ଚଳଚ୍ଚିତ୍ର ‘ନିୟତି’ର ଶୁଭ ମହୁରତ ଶେଷ ହୋଇଛି । ଚନ୍ଦ୍ରଶେଖରପୁର ଇଶାଣେଶ୍ୱର ମନ୍ଦିରରେ ବୁଧବାର…

ଜେଲରୁ ବାହାରିଲେ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର (ଆମ ଟିଭି): ଜେଲରୁ ମୁକୁଳିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗତକାଲି ସେ ସୁପ୍ରିମକୋର୍ଟରୁ ବେଲ୍ ପାଇଥିଲେ । ସେ ବାଣପୁର ସବଜେଲ୍ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ…

ଆପ୍ ସାଂସଦ ସଞ୍ଜୟ ସିଂ ରାଜ୍ୟସଭାରୁ ସସପେଣ୍ଡ

ନୂଆଦିଲ୍ଲୀ (ଆମ ଟିଭି): ସଂସଦରେ ଅଶାଳୀନ ବ୍ୟବହାର ପଡ଼ିଲା ମହଙ୍ଗା । ରାଜ୍ୟସଭାରୁ ସସପେଣ୍ଡ ହେଲେ ଆଉ ଜଣେ ସାଂସଦ । ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ନାରାବାଜି,…