Browsing Tag

update news

ଆଜି ମୁଣ୍ଡଳୀ ବୁଲିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ଭୁବନେଶ୍ୱର (ଆମ ଟିଭି): ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଟ୍ରିବ୍ୟୁନାଲ ଟିମ୍ । ଏହାରି ଭିତରେ ମହାନଦୀ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଗସ୍ତରେ…

ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର (ଆମ ଟିଭି): ଯୁକ୍ତ ୨ ପରୀକ୍ଷା ଫଳକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ…

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ୭୫ ଟଙ୍କିଆ କଏନ ଜାରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଆମ ଟିଭି): ୨୮ ତାରିଖରେ ଦେଶକୁ ନୂଆ ସଂସଦ ଭବନ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ…

ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ଜାରି ରହିଛି । ଆଜି ବି ଟାଣ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟା ପରଠୁ ପ୍ରଚଣ୍ଡ ତାତି ଅନୁଭୂତ…

ଆସୁଛି କରୋନା ଠାରୁ ଶକ୍ତିଶାଳୀ ଆଉ ଏକ ମହାମାରୀ: ଚେତାବନୀ ଦେଲା WHO

ନୂଆଦିଲ୍ଲୀ (ଆମ ଟିଭି): କରୋନା ମହାମାରୀ ସରୁ ସରୁ ପୁଣି ଏକ ମହାମାରୀ ସାମ୍ନାକୁ ଆସିଲାଣି । ଏନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କରୋନା ଭୂତାଣୁ ପରେ ପରବର୍ତ୍ତୀ…

ନବ ଦାସ ହତ୍ୟାକାଣ୍ଡ ଘଟଣା: ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଆମ ଟିଭି): ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ଇତି ମଧ୍ୟରେ ୧୦୦ ଦିନରୁ ଅଧିକ ଦିନ ବିତିଗଲାଣି । ତଥାପି ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିଲା ନାହିଁ । ଏହାରି ଭିତରେ ନବ…

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ୍

ଭୁବନେଶ୍ୱର(ଆମ ଟିଭି): ଏଣିକି ଆଉ ସହରରେ ନୁହେଁ, ଏଣିକି ବ୍ଲକରେ ଗଡ଼ିବ ମୋ ବସ୍ । ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ପ୍ରଥମ…

ମନ୍ତ୍ରୀପଦ ରେସରେ ନଥିଲି, ଅସନ୍ତୁଷ୍ଟ ମଧ୍ୟ ନାହିଁ: ସୁଶାନ୍ତ ସିଂ

ଭୁବନେଶ୍ୱର(ଆମ ଟିଭି): ମନ୍ତ୍ରୀ ପଦ ନ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ବିଜେଡି ନେତା ସୁଶାନ୍ତ ସିଂ । ଏହାପରେ ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । କହିଛନ୍ତି, ମନ୍ତ୍ରୀପଦ ରେସରେ…

ସୌରଭ ଭାଙ୍ଗୁଲିଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏହି…

ଜ୍ଞାନବାପୀ ମସଜିଦ୍ ମାମଲା: ୭ଟି ମାମଲାର ଏକାଠି ଶୁଣାଣି ହେବ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଜ୍ଞାନବାପୀ ମସଜିଦ୍ ମାମଲା । ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ସମସ୍ତ ୭ଟି ମାମଲାର ଏକାଠି ଶୁଣାଣି ହେବ। ବାରଣାସୀ ଜିଲ୍ଲା କୋର୍ଟ ଆଜି ଏହି…