Browsing Tag

update news

କାଲିଠାରୁ ମହଙ୍ଗା ହେବ ପାହାଳ ମିଠା

ଭୁବନେଶ୍ୱର (ଆମ ଟିଭି): ଆଉ ଶସ୍ତାରେ ମିଳିବନି ମିଠା । ମହଙ୍ଗା ହେବ ପାହାଳ ମିଠା । ୫ଟଙ୍କିଆ ମିଠା ୬ଟଙ୍କାରେ, ୧୦ଟଙ୍କିଆ ମିଠା ୧୨ଟଙ୍କାରେ, ୨୦ଟଙ୍କିଆ ମିଠା ୨୫ ଟଙ୍କାରେ, ଛେନାଗଜା କେଜି…

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗକୁ ନେଇ ବର୍ଷିଲେ ଖଡଗେ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଏବେ ଜୋରଦାର ହୋଇଛି । ନୂତନ ସଂସଦ ଭବନ ଉଦ୍ଘାଟନ କାର୍ୟ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ…

ରାଜ୍ୟରେ ଜାରି ରହିଛି କାଳବୈଶାଖି ପ୍ରଭାବ

ଭୁବନେଶ୍ୱର (ଆମ ଟିଭି): ଅସହ୍ୟ ତାକିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଜି ଚିଲିକାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ଆଶଙ୍କା ରହିଛି । ତେଣୁ ଛୋଟ…

କେଜ୍ରିୱାଲଙ୍କୁ ଭେଟିଲେ ନୀତୀଶ କୁମାର

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ…

ଚୀନକୁ ବିରୋଧ କଲେ କ୍ୱାର୍ଡ ରାଷ୍ଟ୍ରଗୋଷ୍ଠୀ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ପ୍ରଶାନ୍ତ ଅଞ୍ଚଳରେ ଚୀନ୍ ତାର ମନମାନି ସବୁବେଳେ ଜାରି ରଖିଛି । ଏହାକୁ ନେଇ କ୍ବାଡ୍ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚୀନ୍ ଉପରେ ଦୋଷାରୋପ କରାଯାଇଛି ।…

୨୦୦୦ ଟଙ୍କା ବଦଳାଇବାକୁ ଭରିବାକୁ ପଡ଼ିବନି କୌଣସି ଫର୍ମ

ନୂଆଦିଲ୍ଲୀ (ଆମ ଟିଭି): ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ଆପଣଙ୍କ ପାଖରେ ଅଛି । ଆପଣ ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏ ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ବିନା…

ଆଜି ଓଡ଼ିଶା ଗସ୍ତରେ ଆସି ମହାନଦୀ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ୱର (ଆମ ଟିଭି): ଛତିଶଗଡ଼ ପରେ ଏବେ ଓଡ଼ିଶା ପାଳି । ସେଥିପାଇଁ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍,…

ଓବାମାଙ୍କୁ ଋଷ ମନା: ପ୍ରତିବନ୍ଧକ ଲଗାଇଲେ ପୁଟିନ୍

ନୂଆଦିଲ୍ଲୀ (ଆମ ଟିଭି): ଋଷରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସି ପହଞ୍ଚିଛି । ତାହା ହେଉଛି, ଓବାମାଙ୍କୁ ରୁଷ ମନା । ଏଣିକି ରୁଷ ପ୍ରବେଶ ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ…

ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘଦିନ ଧରି ଆଦାନୀ ଗ୍ରୁପ୍ ଓ ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହାରି ଭିତରେ ଆଦାନୀ ଗ୍ରୁପକୁ ସୁପିମକୋର୍ଟରୁ ଆଶ୍ୱସ୍ତି…

ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ: ଉପସ୍ଥିତ ରହିବେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ରାଜ୍ୟ ବିଜେପି । ସେଥିପାଇଁ ଆଜି ବସୁଛି ରାଜ୍ୟ ବିଜେପି କାର୍ୟ୍ୟକାରିଣୀ । ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ…