Browsing Tag

update news

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଗଲା ଜଣେ ନାବାଳକଙ୍କ ଜୀବନ

ଭୁବନେଶ୍ବର(ଆମ ଟିଭି ): ରାଜଧାନୀ  ଭୁବନେଶ୍ଵରରେ  ପୁଣି କାୟା ମେଲାଇଲାଣି ଡେଙ୍ଗୁ । ଏହାରି ଭିତରେ ପୁଣି  ଡେଙ୍ଗୁ ନେଇଛି ଜୀବନ। ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର…

ଓଲଟିଲା ଯାତ୍ରୀବାହୀ ବସ୍: ଉଦ୍ଧାର କାର୍ଯ୍ୟ ଜାରି

ଭଣ୍ଡାରୀପୋଖରୀ(ଆମ ଟିଭି): ପୁଣି ଓଲଟିଲା ବସ୍ । କୋଲକାତାରୁ ପର୍ୟ୍ୟଟକଙ୍କୁ ନେଇ ପୁରୀ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପେଟ୍ରୋଲ ପମ୍ପ ନିକଟରେ…

ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର (ଆମ ଟିଭି): ପ୍ରବଳ ବର୍ଷା ଫଳରେ ବଢୁଛି ହୀରାକୁଦର ଜଳସ୍ତର । ଏହାରି ଭିତରେ ଆଜି ସକାଳ ସୁଦ୍ଧା ହୀରାକୁଦ ଜଳସ୍ତର ୬୧୦ ଫୁଟ ଡେଇଁଛି। ଉପରମୁଣ୍ତରେ ବର୍ଷାପରିମାଣ ବଢିଥିବାରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା (ଆମ ଟିଭି): ନୂଆପଡ଼ାରେ ପୁଣି ଆତଙ୍କ ଖେଳାିଛି ବାଘ । ବାଛୁରୀ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ରେଞ୍ଜ ଆମନାରା ସେକ୍ସନ ତରିଆ ମହୁଆଭଟାରେ ବାଘ ଆତଙ୍କ ଖେଲାଇଛି। ଗାଁର…

ଖାଉଟିଙ୍କ ପାଇଁ ଖୁସି ଖବର: ଏଣିକି ୭୦ ଟଙ୍କାରେ ଟମାଟୋ ବିକ୍ରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଆମ ଟିଭି): ସାଧାରଣ ଖାଉଟି ମାନଙ୍କ ଉପରେ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି । ଏହାରି ଭିତରେ ଟମାଟକୁ ନେଇ ଆସିଲା ଖୁସି ଖବର । ଟମାଟୋ ଦର ପୁଣି କମ୍ କଲେ…

ଆଜି ଅତି ପ୍ରବଳ ବର୍ଷା: ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାରି ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର(ଆମ ଟିଭି): ସରିଲା ପ୍ରତୀକ୍ଷା, ଆସିଲା +୨ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା । ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ,…

ହିଣ୍ଡେନବର୍ଗ ରିପୋର୍ଟ ମିଛ: ଗୌତମ ଆଦାନୀ

ନୂଆଦିଲ୍ଲୀ (ଆମ ଟିଭି): ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। କଂପାନିର ବାର୍ଷିକ ସାଧାରଣ ବୈଠକରେ ଅଂଶଧନକାରୀମାନଙ୍କୁ ସମ୍ବୋଧିତ…

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ବିରୋଧୀ ଓ ଶାସକ ଏନଡିଏ । ସେଥିପାଇଁ ଆଜି ବସିବ ସର୍ବଦଳୀୟ…

ନୀଳଗିରି ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା: ୨ ରେଳ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୀଳଗିରି (ଆମ ଟିଭି): ନୀଳଗିରିରେ ଲୁପ୍ ଲାଇନକୁ ମେମୁ ଟ୍ରେନ୍ ଯିବା ଘଟଣାରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ୟ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ । ଷ୍ଟେସନ…