Browsing Tag

update news

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ (ଆମ ଟିଭି): କେଜ୍ରିୱାଲଙ୍କୁ ହତ୍ୟା ଧମକ । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫…

ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ

ଇସଲାମାବାଦ(ଆମ ଟିଭି): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ହୋଇଛି ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ଏହି ବିସ୍ପୋରଣ ହୋଇଛି ।…

ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହେବେ ଗୋପାଳ ଦାସ

ଝାରସୁଗୁଡ଼ା(ଆମ ଟିଭି): ବହୁ ଚର୍ଚ୍ଚିତ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ଆଉ କିଛି ସମୟ ପରେ ପୁଣି ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର ହେବେ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ କରିଥିବା ୭…

ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶା ରାଜନୀତିରେ ଏବେ ଧସେଇ ପଶିବା ଆରମ୍ଭ କରିଛି ବିଆରଏସ । ଏହାରି ଭିତରେ ଭାରତ ରାଷ୍ଟ୍ର ସମିତିର ପ୍ରଚାର-ପ୍ରସାର ପାଇଁ ଓଡ଼ିଶା ଆସିବେ, ତେଲେଙ୍ଗାନା…

ନବ ଦାସଙ୍କ ମୃତ୍ୟୁ ଘଟଣା: ପୋଲିସ ଏଏସଆଇଙ୍କୁ ଅରୁଣ ବୋଥ୍ରାଙ୍କ ୨ ଘଣ୍ଟା ଜେରା

ସୁନ୍ଦରଗଡ଼ (ଆମ ଟିଭି): ଗତକାଲି ନବ ଦାସଙ୍କ ମୃତ୍ୟୁ ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ…

ଆଜି କାଶ୍ମୀରରେ ଶେଷ ହେବାକୁ ଯାଉଛି ଭାରତ ଯୋଡ଼ୋ ଯାତ୍ରା

କାଶ୍ମୀର (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆଜି କାଶ୍ମୀରରେ ଶେଷ ହେଉଛି । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ…

ମରିଯିବି ପଛେ ବିଜେପିକୁ ସମର୍ଥନ କରିବି ନାହିଁ: ନୀତୀଶ କୁମାର

ପାଟନା (ଆମ ଟିଭି): ବିଜେପିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ…

ନିରଞ୍ଜନ ପୂଜାରୀ ହେଲେ ଓଡ଼ିଶାର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ତାଙ୍କୁ ଦିଆଗଲା ଅତିରିକ୍ତ ଦାୟିତ୍ୱ, ରାଜ୍ୟପାଳଙ୍କ…

ପୁଟିନ୍ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବେ ବୋଲି ଧମକ ଦେଇଥିଲେ: ବୋରିସ ଜନସନ

ନୂଆଦିଲ୍ଲୀ (ଆମ ଟିଭି): ପୁଟିନ୍ ଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେ କହିଛନ୍ତି, ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍ରେ ପ୍ରବେଶ କରିବା…

କୈଲାଶ ଖେରଙ୍କ ଉପରେ ଆକ୍ରମଣ

କର୍ଣ୍ଣାଟକ(ଆମ ଟିଭି): କର୍ଣ୍ଣାଟକରୁ ବର୍ତ୍ତମାନ ସମୟରେ ଆସୁଛି ଏକ ବଡ଼ ଖବର । ପ୍ରଖ୍ୟାତ୍ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ । କର୍ଣ୍ଣାଟକରେ ଚାଲିଥିଲା ହମ୍ପି ଉତ୍ସବ । ଷ୍ଟେଜ୍…