Browsing Tag

update news

ପୁଣି ମଣିପୁରରେ ଉଗ୍ର ହେଲା ହିଂସା

ନୂଆଦିଲ୍ଲୀ (ଆମ ଟିଭି): ଯେତେ ଚେଷ୍ଟା କଲେ ବି ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଆଜି ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଲା ଗୁଳି ।…

ଝାରସୁଗୁଡ଼ାରୁ କୋଲାକାତା ଓ ବିଶାଖାପାଟଣାକୁ ଉଡିବ ବିମାନ

ଝାରସୁଗୁଡ଼ା (ଆମ ଟିଭି): ବିମାନଯାତ୍ରୀଙ୍କ ପାଇଁ ପୁଣି ଏକ ଖୁସି ଖବର । ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ…

ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବର୍ଷାର ସମ୍ଭାବନା ବଢିବାରେ ଲାଗିଛି । ଏହାରି ଭିତରେ ଯାହା ଖବର ମିଳିଛି, ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ପୁରୀ, ଜଗତସିଂହପୁର,…

ନୀଳକନ୍ଦରକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ

ପୁରୀ (ଆମ ଟିଭି): ଜନ୍ମବେଦୀକୁ ଯାଇଥିବା ଚତୁର୍ଦ୍ଧାମୂରତି ଆଜି ପୁଣି ରତ୍ନସିଂହାସନକୁ ଫେରିବେ । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି ।…

କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ କେନ୍ଦ୍ର ଅଧ୍ୟାଦେଶ ବିରୁଦ୍ଧରେ ଏବେ ରାଜନୀତି ଜୋରଦାର ହୋଇଛି । ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ମାମଲାରେ କେଜ୍ରିୱାଲ ସରକାର…

ମୋଦୀଙ୍କୁ ହରାଇବା ପାଇଁ ସବୁ ଭ୍ରଷ୍ଟାଚାରୀ ଏକଜୁଟ୍ ହୋଇଛନ୍ତି: ଅମିତ୍ ଶାହା

ନୂଆଦିଲ୍ଲୀ (ଆମ ଟିଭି): ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ୍ ଶାହା । ଉଦୟପୁର ରାଲିରେ ଜନସଭାକୁ ସମ୍ବାଧନ କରିବା ସମୟରେ ମୋଦୀ ସରକାରଙ୍କ ସ୍ୱଚ୍ଛ ଶାସନର ଗୁଣଗାନ କରିବା ସହ ବିରୋଧୀ କଂଗ୍ରେସ…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଘେରିଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।…

ବିଜେଡିର ଅନ୍ୟ ନାମ ବିକାଶ: ଦେବୀ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧୀ ବେଶ୍ ଆକ୍ରାତ୍ମକ ହୋଇଛନ୍ତି । ଏହାରି ଭିତରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍…

୨ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର…

ଅମରନାଥ ଯାତ୍ରା ପାଇଁ ହେଲମେଣ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ (ଆମ ଟିଭି): ଆଗକୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଏହା ପୂର୍ବରୁ ଏହାକୁ ପରିଚାଳିତ କରୁଥିବା ଶ୍ରାଇନବୋର୍ଡ…