ପରିବା ଦର ଆକାଶ ଛୁଆଁ Ama Tv Jun 29, 2023 0 ଭୁବନେଶ୍ୱର (ଆମ ଟିଭି): ପରିବା ଦରରେ ଲାଗିଛି ନିଆଁ । ଆଷାଢ଼ରେ ପରିବାଦର ଆକାଶ ଛୁଆଁ । କିଛି ଦିନ ତଳେ ୪୦ରୁ ୫୦ ଟଙ୍କାରେ ପରିବା ବିକ୍ରି ହେଉଥିବା ବେଳେ ଏବେ ଏହା ଅହେତୁକ ଭାବେ ବୃଦ୍ଧି…