ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି): ଇଡି କବ୍ଚାରେ ବିଧାୟକ ବ୍ରଜ କିଶୋର ପ୍ରଧାନ । ଇଡିରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେ ଖଣି ମାମଲାରେ ଜେରାର ସମ୍ମୁଖୀନ ହେଉଥିବାର ସୂଚନା ରହିଛି।

ଖଣି ମାମଲା ନେଇ ଇଡି ବିଧାୟକଙ୍କୁ ଡକାଇଥିବା ସୂଚନା ମିଳିଛି । ପ୍ରାୟ ଘଣ୍ଟାଏ ହେଲା ଇଡିରେ ହାଜର ତାଳଚେରର ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା ଚାଲିଛି।

Leave A Reply

Your email address will not be published.