ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ମିଳିଲା ଆଶ୍ୱସ୍ତି

0

ଭୁବନେଶ୍ୱର(ଆମ ଟିଭି): ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଛି ।

ବର୍ଷା ପରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ତ୍ରାହିପାଇଛନ୍ତି ଲୋକେ ।

Leave A Reply

Your email address will not be published.