ଓଡିଶାରେ ଟାଟା ମୋଟର୍ସ ଅଧିକାରୀ

0

ଟାଟା ମୋଟର୍ସ ସେଲସ ଏବଂ ମାର୍କେଟିଂର ଉପ ସଭାପତି ରାଜେଶ କାଉଲ ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ଆସିଛନ୍ତି l ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଟାଟା ମୋଟର୍ସର ଏମ ଆଣ୍ଡ ଏଚସିଭି ସେଗମେଣ୍ଟରେ ରାଜ୍ୟରେ 72 ପ୍ରତିଶତ ମାର୍କେଟ ସେୟାର ହାସଲ କରିବାରେ ସଫଳ ହୋଇଛି ଏବଂ ଖୁବଶୀଘ୍ର 80 ପ୍ରତିଶତରେ ପହଁଚିବ ବୋଲି ଏସ ରହିଛି l ଏଇ ସଫଳତାର ଉତ୍ସବ ପାଳନ ନିମନ୍ତେ ଶ୍ରୀ କାଉଲ ରାଜ୍ୟର ବିଭିନ୍ନ ବିକ୍ରେୟ କେନ୍ଦ୍ରକୁ ପରିଦର୍ଶନ କରିବେ ଓ ଯାହା ଭିତରେ ସର୍ବପ୍ରଥମେ ସିଏ ତୃପ୍ତି ଅଟୋମୋଟିଭିସ ଏବଂ ସାଇ ସୁଧା ମୋଟର୍ସ ଆସି ସମସ୍ତଙ୍କୁ ଅନୁପ୍ରେରିତ କରିଛନ୍ତି l ଟାଟା ମୋଟର୍ସ ବର୍ତମାନ ବଡ ପିକଅପ ମଧ୍ୟରେ ନୂଆ ଯୋଦ୍ଧାକୁ ବହୁ ମାତ୍ରାରେ ପ୍ରଚାର ପ୍ରସାର କରୁଛନ୍ତି l

Leave A Reply

Your email address will not be published.