ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍‌ ଅନୁମୋଦନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

 

21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ଟଙ୍କା ।

DBT ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।

ଏକ କୋଟିରୁ ଅଧିକ ମହିଳା ଏହାଦ୍ବାରା ଲାଭବାନ ହେବେ ।

Leave A Reply

Your email address will not be published.