ନୂଆଦିଲ୍ଲୀ (ଆମ ଟିଭି): ଦେଶରେ କରୋନା ମିଟର ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପ୍ରତିଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କିଛି ରାଜ୍ୟରେ କୋଭିଡ କେସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି ।
ଗତ ୨୪ ଘଣ୍ଟାରେ ୧୦, ୭୫୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।