ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ଆଜି ବାଜିବ ନିର୍ବାଚନ ବିଗୁଲ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ବାଜିପାରେ ୩ ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ । ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ବିଗୁଲ ବାଜିବ । ଅପରାହ୍ଣ ୨ଟା ୩୦ରେ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ।

ତେବେ ଚଳିତ ବର୍ଷ ମାର୍ଚ୍ଚ ମାସର ଭିନ୍ନ ଭିନ୍ନ ତାରିଖରେ ନାଗାଲାଣ୍ଡ୍, ତ୍ରିପୁରା ଓ ମେଘାଳୟ ବିଧାନସଭାର କାର୍ୟ୍ୟକାଳ ଶେଷ ହେବ । ନାଗାଲାଣ୍ଡ୍, ମେଘାଳୟ ଓ ତ୍ରିପୁରା ବିଧାନସଭାର ୫ ବର୍ଷିଆ କାର୍ୟ୍ୟକାଳ ଯଥାକ୍ରମେ, ମାର୍ଚ୍ଚ ୧୨, ମାର୍ଚ୍ଚ ୧୫ ଓ ମାର୍ଚ୍ଚ ୨୨ରେ ଶେଷ ହେବ ।

Leave A Reply

Your email address will not be published.