୨୫ରେ ରିଲିଜ୍ ହେବ ଫିଲ୍ମ ପଠାନ
ମୁମ୍ବାଇ: ବଲିଉଡ୍ ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଜିକାଲି ‘ପଠାନ୍’ ଫିଲ୍ମର ଗୀତ ଓ ଟ୍ରେଲର୍ ରିଲିଜ୍ ପରେ ବେଶ୍ ଚର୍ଚ୍ଚାରେ ରହି ଆସୁଛନ୍ତି। ବହୁ ବାଦବିବାଦ ପରେ ବି ଫିଲ୍ମଟି ଜାନୁଆରି ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମଟିର ‘ବେସରମ୍ ରଙ୍ଗ୍’ ଗୀତ ରିଲିଜ୍ ହେବା ପରେ ବିବାଦରେ ରହି ଆସିଥିବା ବେଳେ ଫିଲ୍ମଟିକୁ ସୁରକ୍ଷା ଦେବାର ଦାୟିତ୍ବ ସରକାରଙ୍କର।