୪୬ ଦିନରେ ପହଞ୍ଚିଲା ହମାସ-ଇସ୍ରାଏଲ ଯୁଦ୍ଧ

0

ନୂଆଦିଲ୍ଲୀ (ଆମ ଟିଭି): ହମାସ ଇସ୍ରାଏଲ ଯୁଦ୍ଧକୁ ନେଇ      ଭୟାବହତା ଦେଖିବାକୁ ମିଳିଛି। ଏହାରି ଭିତରେ, ହମାସ-ଇସ୍ରାଏଲ ଯୁଦ୍ଧ ୪୬ଦିନରେ ପହଁଚିଛି । ହମାସ ଓ ହେଜବୁଲ୍ଲା ଉପରେ ଡବଟ ଆଟାକ ଜାରି ରଖିଛି ଇସ୍ରାଏଲସେନା । ଗୋଟେ ପଟେ ଗାଜାରେ ହମାସ ଶିବିରକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ପ୍ରାଣପ୍ରଣେ ଉଦ୍ୟମ କରୁଛି।

ଅନ୍ୟପଟେ ଲେବାନନ ସୀମାରେ ଏୟାରଷ୍ଟ୍ରାଇକ କରି ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ସୋମବାର ଇସ୍ରାଏଲ ଉପରେ ହେଜବୁଲ୍ଲା ୨୫ଟି ରକେଟ ମାଡ କରିବା ପରେ ଏହାର ଜବବା ଦେଇଛି ଆଇଡିଏଫ ।

 

 

Leave A Reply

Your email address will not be published.