NationalPolitics ଜାନୁଆରୀ ୨୨ରେ ବନ୍ଦ ରହିବ ସେୟାର ମାର୍କେଟ By Ama Tv Last updated Jan 20, 2024 0 Share ମୁମ୍ବାଇ (ଆମ ଟିଭି): ଆସନ୍ତା ୨୨ ତାରିଖ ସୋମବାର ସେୟାର ମାର୍କେଟ ବନ୍ଦ ରହିବ । ଆଜି ଶନିବାର ସତ୍ତ୍ୱେ ଖୋଲା ରହିଛି ସେୟାର ମାର୍କେଟ । ସୋମବାର ସେୟାର ମାକେଟ ବନ୍ଦ ନେଇ ବିଏସି ପକ୍ଷରୁ ସୂଚନା ରହିଛି । ଆସନ୍ତା ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । 0 Share FacebookTwitterWhatsApp