ଜୟନାରାୟଣଙ୍କ ଆଗୁଆ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

0

ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ କୋର୍ଟରେ ଆଗୁଆ ଜାମିନ ନିବେଦନ କରିଥିଲେ। ତେବେ ପ୍ରଥମେ ମାନ୍ୟବର ହାଇକୋର୍ଟ ଜୟନାରାୟଣଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ।ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ।

ଗତବର୍ଷ ଫେବୃଆରୀ ୧୫ରେ ସମ୍ବଲପୁରରେ ଉକ୍ତ ଘଟଣା ଘଟିଥିଲା। ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ ଜୟନାରାୟଣ ଏବଂ ମହିଳା ଆଇଆଇସି।

Leave A Reply

Your email address will not be published.