ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ କେଉଁ ସମୟରେ କଣ ରହିଛି ନୀତି, କେତେବେଳ ଗଡିବ ରଥ?

0

ପୁରୀ(ଆମ ଟିଭି): ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଶ୍ରୀମନ୍ଦିର ନିତି ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ତେବେ ତା ପୂର୍ବରୁ ଯାହା ନିତି ରହିଛି ତାହା ହେଲା…

ସୂଚନା ଅନୁସାରେ ଆସନ୍ତାକାଲି 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହାପରେ ପ୍ରଭୃ ବଳଭଦ୍ରଙ୍କ ରଥ ଅପରାହ୍ନ 4ଟା ରୁ ଆରମ୍ଭ ହେବ। ଏହାପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ।

Leave A Reply

Your email address will not be published.