ଭାରି ପଡିଲା ହଟ୍ଟଗୋଳ, ୩୧ ସାଂସଦ ସଂସଦରୁ ନିଲମ୍ବିତ

0

ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ଯ୍ୟକୁ ଅଚଳ କରିଦେଇଛି। ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ପୁଣି ୩୧ ଜଣ ସାଂସଦଙ୍କୁ ବହିଷ୍କାର କରିଛନ୍ତି ପାଚସ୍ପତି।

ବିଭିନ୍ନ ବିରୋଧୀ ଦଳର ୩୧ ଜଣ ସାଂସଦ ବହିଷ୍କୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି। ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ।

Leave A Reply

Your email address will not be published.