ପୁଣି ବିବାଦରେ ଛନ୍ଦି ହେଲେ ଟ୍ରମ୍ପ୍: କାହିଁକି ଜାଣନ୍ତୁ?

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ଟ୍ରମ୍ପ ଓ ତାଙ୍କର ୩ଜଣ ସନ୍ତାନଙ୍କ ଉପରେ ଲାଗିଛି ଠକେଇ ଅଭିଯୋଗ । ଟ୍ରମ୍ପ, ତାଙ୍କ ପରିବାର ଓ ଟ୍ରମ୍ପ ଅରଗାନଇଜେନ ବିରୋଧରେ ନ୍ୟୁର୍ୟକର ଏକ ସରକାରୀ ଆଇଜନୀବି ଲେଥିଆର ଜେମସ ଏହି ମାମଲା ରୁଜୁ କରିଛନ୍ତି । ପ୍ରାୟ ୧୦ବର୍ଷ ହେବ ଟ୍ରମ୍ପ ଓ ତାଙ୍କ ଦ୍ୱାରା ପରିଚାଳିତ ଏକ ସଂସ୍ଥା ଜାଲିଆତି କରୁଥିବା ଅଭିଯୋଗ ହୋଇଛି । ଡୋନାଲ୍ଡ ଟ୍ରମ୍ପ, ପୁଅ ଜୁନିୟର ଟ୍ରମ୍ପ, ଦୁଇ ଝିଅ ଇଭାଙ୍କା ଓ ଇରିକ ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି ।

ସରକାରୀ ଓ ଅପରାଧିକ ନିୟମର ମଧ୍ୟ ଟ୍ରମ୍ପ ଉଲ୍ଲଂଘନ କରିଛନ୍ତି । ବର୍ତମାନ ମମଲା ଆମେରିକା ଆଟୋର୍ନି ଓ ଇନଟର୍ଣ୍ଣଲ ରେଭିନ୍ୟୁ ସର୍ଭିସ ପାଖକୁ ପଠାଯାଇଛି । ଜେମସ ନିଜ ଅଭିଯୋଗ ପତ୍ରରେ ବିଭିନ୍ନ ଦାବି କରିଛନ୍ତି । ୨୫କୋଟି ଠକେଇ ଅର୍ଥ ଫେରସ୍ତ, ନ୍ୟୁୟର୍କରେ ଥିବା ଟ୍ରମ୍ପ ପଂଜୀକୃତ କମ୍ପାନୀ ବନ୍ଦ କରିବା, ଟ୍ରମ୍ପ ଅରଗାନାଇଜେନର କରପୋରେଟ ସାଟିଫିକେଟ ରଦ୍ଧ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.