ମୁନ୍ ଟିଭି ମୁଭିଜ୍ “ତୁ ସେଇ ନୀଳନୟନା” ରେ‌ ଅଭିନେତ୍ରୀ ଲିପିକା

0

ମୁନ୍ ଟିଭି ମୁଭିଜ୍ ବାବୁଶାନ୍ ଙ୍କ “ସୁନ୍ଦରଗଡ଼ ର ସଲମନ୍ ଖାନ୍”, “ଲଭ୍ ଫିଭର୍” , “ବଜରଙ୍ଗୀ ” ପରେ ପୁଣି ଥରେ ନୂଆ ଚଳଚ୍ଚିତ୍ର “ତୁ ସେଇ ନୀଳନୟନା” ର ସୁଟିଂ ସେପ୍ଟେମ୍ବର ରୁ ଆରମ୍ଭ ହେବ। ଅଭିନେତା ସମ୍ବିତ ଓ ଲିପିକା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଲିପିକା ପୂର୍ବରୁ” ଟ୍ୟୁଇଷ୍ଟ ବାଲା ଲଭ୍ ଷ୍ଟୋରୀ”,”ମୂଷା ମୋର ରଜନୀକାନ୍ତ ” “ପ୍ରେମ ଏଟିଏମ୍”,” ଉହାନ୍ ରୁ ଓଡ଼ିଶା” , “ତୁ ମୋ କମଜୋରୀ ” ଚଳଚ୍ଚିତ୍ର ରେ‌ ଅଭିନୟ କରିସାରିଛନ୍ତି। ସଚ୍ଚିକାନ୍ତ ଜେନା ଓ ବିନି‌ ପଟ୍ଟନାୟକ ପ୍ରଯୋଜିତ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତ୍ରୀପତି ସାହୁ ଓ ସଙ୍ଗୀତ ନିର୍ଦ୍ଦେଶନା  ଇଛନ୍ତି ପ୍ରେମାନନ୍ଦ । ସଂଳାପ ଓ‌ ଚିତ୍ରନାଟ୍ୟ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ।ଚଳଚ୍ଚିତ୍ରର ଉପଦେଷ୍ଟା ଅଛନ୍ତି କଲ୍ୟାଣ ବାରିକ୍। କ୍ରିଏଟିଭ ହେଡ ଭାବେ ଅଛନ୍ତି ପ୍ରଣୟ ଜେଠୀ।

Leave A Reply

Your email address will not be published.