ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଉତ୍ତରାଖଣ୍ଡ ପିଥୋରାଗଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡର ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡରେ ୫ କିଲୋମିଟର ଗଭୀରରେ ଘଟିଥିଲା।

ସୂଚନାଥାଉକି ଅକ୍ଟୋବର ୫ ରେ, ରିକ୍ଟର ସ୍କେଲରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାକୁ ସକାଳ ୩:୪୯ ରେ ଘଟିଥିଲା ଏବଂ ଏନସିଏସ୍ ଅନୁଯାୟୀ ଭୂକମ୍ପର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.