State ଆଜି ରତ୍ନଭଣ୍ଡାର ମାମଲାର ରାୟ By Ama Tv On Sep 29, 2023 0 Share ଭୁବନେଶ୍ୱର: ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ । ହାଇକୋର୍ଟରେ ବିଚାରଧୀନ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଅପରାହ୍ଣ ୨ଟା ବେଳେ ପ୍ରକାଶ ପାଇବ । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ । ରାୟ ପ୍ରକାଶ ସହ ରତ୍ନଭଣ୍ଡାର ମରାମତି ହେବ ନା ନାହିଁ, ତା’ର ମଧ୍ୟ ଫଇସଲା ହେବା ନେଇ ଆଶା ରହିଛି । ଗତ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । 0 Share FacebookTwitterWhatsApp