ଫିଫା ବିଶ୍ୱକପ୍ ହାରିବା ପରେ ଫ୍ରାନ୍ସରେ ହିଂସା

0

ନୂଆଦିଲ୍ଲୀ (ଆମ ଟିଭି): ଫିଫା ବିଶ୍ୱକପ୍ ହାରିବା ପରେ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ହିଂସା । ଫାଇନାଲ୍ ମ୍ୟାଚ୍ ହାରିବା ପରେ ଫ୍ରାନ୍ସର ସମର୍ଥକମାନେ ରାସ୍ତାରେ ପୋଡାଜଳା କରିଥିଲେ । ରାସ୍ତାରେ ଯାଉଥିବା ଗାଡିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ ।

ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ବାଧ୍ୟହୋଇ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ଏବେ ବି ଅନେକ ସ୍ଥାନରେ ଉତ୍ତେଜନପୂର୍ଣ୍ଣକ ସ୍ଥିତି ରହିଛି ।

Leave A Reply

Your email address will not be published.