ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ 

0

ଭୁବନେଶ୍ଵର (ଆମ ଟିଭି): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।

କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କାରଣ ୨୦୧୯ରେ କଂଗ୍ରେସ ଓଡିଶାରେ ନିରାଶଜନକ ପ୍ରଦର୍ଶନ କରିଥିଲା । ବିଧାନସଭାରେ କଂଗ୍ରେସ ମାତ୍ର ୧୬ ପ୍ରତିଶତ ଭୋଟ ପାଇଥିଲା । ୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବାବେଳେ ୩୧ଟି ଅସନରେ ଦ୍ୱିତୀୟ ଓ ୯୧ଟି ଆସନରେ ତୃତୀୟ ସ୍ଥାନରେ ଥିଲା

Leave A Reply

Your email address will not be published.