ଋଷ ବିରୋଧରେ ଦେଲା ନାହିଁ ଭାରତ ଭୋଟ ଜାଣନ୍ତୁ କଣ ପାଇଁ

0

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟି ୟୁକ୍ରେନର ୪ଟି ଅଞ୍ଚଳକୁ କବ୍‌ଜା କରିଦେଇଛନ୍ତି। ଏହି ପଦକ୍ଷେପ ନେଇ ପୁଟିନ ସମସ୍ତ ଆନ୍ତର୍ଜାତୀୟ ନିୟମକୁ ଅତିକ୍ରମ କରିଛନ୍ତି। ରୁଷା ଏହି ପଦକ୍ଷେପ ଯୋଗୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ଦେଶଗୁଡିକ କ୍ରୋଧିତ ହୋଇପଡିଛନ୍ତି।

ପୁଟିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ରୁଷ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବକୁ ୧୦ଟି ଦେଶର ସମର୍ଥନ ମିଳିଥିବା ବେଳେ ଭାରତ କିନ୍ତୁ ଏଥିରୁ ନିଜକୁ ଦୂରେଇ ରଖିଛି। ଭାରତ ସମେତ ଚୀନ୍, ବ୍ରାଜିଲ ଏବଂ ଗାବନ୍ ଏହି ପ୍ରସ୍ତାବ ଉପରେ ଭୋଟିଂରୁ ଦୂରେଇ ରହିଥିଲେ। ଏଭଳି କରି ଭାରତ ପୁଣିଥରେ ରୁଷ ପ୍ରତି ନିଜ ବନ୍ଧୁତା ଦେଖାଇଛି

Leave A Reply

Your email address will not be published.