ଜ୍ଞନବ୍ୟାପି ମସଜିଦକୁ ନେଇ ମୁହଁ ଖୋଲିଲେ ଯୋଗୀ

0

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ତ୍ରିଶୂଳ କ’ଣ କରୁଛି ବୋଲି ଆଜି ଏକ ସାକ୍ଷାତ୍‌କାରରେ ଜ୍ଞାନବାପି ମସ୍‌ଜିଦ୍‌ ମାମଲା ବିଷୟରେ କହିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସୂଚନାଯୋଗ୍ୟ, ଜ୍ଞାନବାପି ମାମଲାରେ ହିନ୍ଦୁ ଓ ମୁସଲ୍‌ମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଚାଲିଥିବା ବ‌େଳେ ଆଦିତ୍ୟନାଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ଐତିହାସିକ ପ୍ରମାଦ (ଭୁଲ୍‌) ସୁଧାରିବା ଲାଗି ମୁସଲ୍‌ମାନ୍‌ ଆବେଦନକାରୀମାନେ ଆଗେଇ ଆସନ୍ତୁ।

Leave A Reply

Your email address will not be published.