ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବାନ୍ଧିଲେ ସିବିଆଇ
ନୂଆଦିଲ୍ଲୀ :ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ(CA) ବୁଚି ବାବୁ ବନ୍ଧା ହେଲେ । ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବାନ୍ଧିଛି ସିବିଆଇ ।
ସାଉଥ ଗ୍ରୁପ୍ ନାମକ କମ୍ପାନୀ ଦ୍ୱାରା ଲବି କରାଯାଇ ତଥା ଲାଞ୍ଚ ଦିଆଯାଇ ଦିଲ୍ଲୀର ଅବକାରୀ ନୀତିକୁ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି। କେ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁ ‘ସାଉଥ୍ ଗ୍ରୁପ୍’ର ପ୍ରତିନିଧିତ୍ୱ କରୁଥିଲେ ବୋଲି ସିବିଆଇ କହିଛି।