ରାମ ନବମୀରେ ବୁଡ଼ିଗଲେ ୨ ଭାଇ

0

ସୋର (ଆମ ଟିଭି): ରାମ ନବମୀରେ ସୋରରୁ ଆସିଛି ଏକ ଦୁଖଃଦ ଖବର । ଆଜି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି। ଗତ ୧୦ ବର୍ଷ ତଳେ ବଡ଼ ଭାଇଙ୍କ ରାମ ନବମୀରେ ମୃତ୍ୟୁ ହୋଇଥିଲା। ଆଜି ସାନ ଭାଇର ମଧ୍ୟ ରାମ ନବମୀରେ ମୃତ୍ୟୁ ହୋଇଛି।

ସୋର ମଇତାପୁର ପଞ୍ଚାୟତ ସିମୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତ ୧୦ ବର୍ଷ ତଳେ ରାମ ନବମୀରେ ମହାନଦୀରେ ବୁଡ଼ି ବଡ଼ ଭାଇର ମୃତ୍ୟୁ ଘଟିଥିଲା। ଆଜି ରାମ ନବମୀରେ ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ମୃତ୍ୟୁ ହୋଇଛି।

Leave A Reply

Your email address will not be published.